ନୂଆ ବଚ୍‌ପନ୍ ପ୍ଲେ ସ୍କୁଲ୍ ଉଦ୍‌ଘାଟିତ

ଭୁବନେଶ୍ବର: ଖଣ୍ଡଗିରିରେ ନୂତନ ବଚ୍‌ପନ୍ ପ୍ଲେ ସ୍କୁଲ୍ ଉଦ୍‌ଘାଟିତ ହୋଇଛି। ଏହାକୁ ସଂସ୍ଥାର ନିର୍ଦେଶକ ଶାହା ଆହାଜ୍ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶିକ୍ଷାବିତ ଦୀନେଶ କୁମାର ଚୌଧୁରୀ, ଓଡ଼ିଆ ଅଭିନେତ୍ରୀ ଇପ୍‌ସିତା‌ ପଣ୍ଡା ଓ ସମା‌ଜସେବୀ ଶୁଭଶ୍ରୀ ଦାସ ଉପସ୍ଥିତ ଥିଲେ। ଶିଶୁମାନଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ସ୍କୁଲର ମୂଳ ଲକ୍ଷ୍ୟ ‌ବୋଲି ଏହାର ପ୍ରତିଷ୍ଠାତା ଆଲୋକ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର