କ୍ୟାପିଟାଲ ଫୋର୍ଡରେ ନୂଆ ଇକୋସ୍ପୋର୍ଟ

ଭୁବନେଶ୍ୱର: ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ନୂଆ ଯାନ ଇକୋସ୍ପୋର୍ଟ ଆଜି କମ୍ପାନିର ଅଧୀକୃତ ବିକ୍ରେତା ମଞ୍ଚେଶ୍ୱରସ୍ଥିତ କ୍ୟାପିଟାଲ ଫୋର୍ଡ ପରିସରରେ ଉନ୍ମୋଚିତ ହୋଇଯାଇଛି। କମ୍ପାକ୍ଟ ଏସ୍‌ୟୁଭି ବର୍ଗେରେ ଆସିଥିବା ନୂଆ ଇକୋସ୍ପୋର୍ଟର ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥିଭାବେ ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ସାଧାରଣ ପରିଚାଳକ (ବିକ୍ରି) ଅନୁଜ୍‌ ତ୍ୟାଗୀ ଯୋଗଦେଇଥିଲେ।

ଏହି ଉତ୍ସବରେ କମ୍ପାନିର ଡିଭିଜନାଲ ଅପରେସନ୍‌ ମ୍ୟାନେଜର କିଶଳୟ ଚୌଧୁରୀ, କ୍ୟାପିଟାଲ ଫୋର୍ଡର ଏମ୍‌ଡି ସତୀଶ ଗର୍ଗ, ନିର୍ଦେଶକ ସିଦ୍ଧାର୍ଥ ଗର୍ଗ, ଉପସଭାପତି ରଂଜନ କୁମାର ମହାପାତ୍ର, ଏଜିଏମ୍‌(ବିକ୍ରି) ଚମ୍ପକ କୁମାର ଦାସ ପ୍ରମୁଖଙ୍କ ସମେତ ଗ୍ରାହକ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଆସିଥିବା ଏହି କାର୍‌ର ଏକ୍କସୋ’ରୁମ୍‌ ମୂଲ୍ୟ ୭ ଲକ୍ଷ ୨୧ ହଜାର ୨୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ଲକ୍ଷ ୯୯ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।୦/୧୧(ଇମିସ): ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ନୂଆ ଯାନ ଇକୋସ୍ପୋର୍ଟ ଆଜି କମ୍ପାନିର ଅଧୀକୃତ ବିକ୍ରେତା ମଞ୍ଚେଶ୍ୱରସ୍ଥିତ କ୍ୟାପିଟାଲ ଫୋର୍ଡ ପରିସରରେ ଉନ୍ମୋଚିତ ହୋଇଯାଇଛି।

କମ୍ପାକ୍ଟ ଏସ୍‌ୟୁଭି ବର୍ଗେରେ ଆସିଥିବା ନୂଆ ଇକୋସ୍ପୋର୍ଟର ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥିଭାବେ ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ସାଧାରଣ ପରିଚାଳକ (ବିକ୍ରି) ଅନୁଜ୍‌ ତ୍ୟାଗୀ ଯୋଗଦେଇଥିଲେ। ଏହି ଉତ୍ସବରେ କମ୍ପାନିର ଡିଭିଜନାଲ ଅପରେସନ୍‌ ମ୍ୟାନେଜର କିଶଳୟ ଚୌଧୁରୀ, କ୍ୟାପିଟାଲ ଫୋର୍ଡର ଏମ୍‌ଡି ସତୀଶ ଗର୍ଗ, ନିର୍ଦେଶକ ସିଦ୍ଧାର୍ଥ ଗର୍ଗ, ଉପସଭାପତି ରଂଜନ କୁମାର ମହାପାତ୍ର, ଏଜିଏମ୍‌(ବିକ୍ରି) ଚମ୍ପକ କୁମାର ଦାସ ପ୍ରମୁଖଙ୍କ ସମେତ ଗ୍ରାହକ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଆସିଥିବା ଏହି କାର୍‌ର ଏକ୍କସୋ’ରୁମ୍‌ ମୂଲ୍ୟ ୭ ଲକ୍ଷ ୨୧ ହଜାର ୨୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ଲକ୍ଷ ୯୯ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର