ନିଲାମ ହେବ ନିରବଙ୍କ ଦାମୀ କାର୍, ହାତଘଣ୍ଟା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିବର ମୋଦୀଙ୍କ ଜବତ ହୋଇଥିବା ଦାମୀ କାର, ହାତ ଘଣ୍ଟା, ହାଣ୍ଡ୍‌ବ୍ୟାଗ୍ ଏବଂ କଳାକୃତିଗୁଡ଼ିକୁ ନିଲାମ କରାଯିବ। ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏହି ସାମଗ୍ରୀଗୁଡ଼ିକ ଜବତ କରିଥିଲା। ଦୁଇଟି ପର୍ଯ୍ୟାୟରେ ଏହି ସବୁ ସାମଗ୍ରୀ ନିଲାମ କରାଯିବ। ନିରବଙ୍କ ଦାମୀ ରୋଲସ୍‌ ରଏସ୍‌ ଘୋଷ୍ଟ କାର୍, ପୋର୍ସେ ପାନାମେରା ଏସ୍ କାର୍ ଆଦି ନିଲାମ କରାଯିବ।

ସମ୍ବନ୍ଧିତ ଖବର