ଓଡ଼ିଶାରେ ଇ-େଓ୍ଵ ବିଲ୍‌ ଆଜିଠାରୁ

ନୂଆଦିଲ୍ଲୀ: ଓଡ଼ିଶା ଭିତରେ ବ୍ୟବସାୟ ପାଇଁ ଜୁନ୍‌ ପହିଲାରୁ ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ ହେବ। ଓଡ଼ିଶା ସମେତ ଛତିଶଗଡ଼, ଗୋଆ, ଜମ୍ମୁ କଶ୍ମୀର, ମିଜୋରାମ ଏବଂ ପଞ୍ଜାବରେ ଏହା ଲାଗୁ ହେବ। ସେହିଭଳି ଆସନ୍ତା ୨ ତାରିଖରୁ ଏହା ତାମିଲନାଡ଼ୁରେ ଏବଂ ୩ ତାରିଖରୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ। ଦେଶରେ ଜୁନ୍‌ ୩ ତାରିଖ ସୁଦ୍ଧା ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଅନ୍ୟ ରାଜ୍ୟ ଗୁଡ଼ିକରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇ ସାରିଛି।

ସମ୍ବନ୍ଧିତ ଖବର