ୱାନ୍‌ପ୍ଲସ୍‌ର ୭ ସିରିଜ୍‌ ଫୋନ୍

0

ଭୁବନେଶ୍ବର: ୱାନ୍‌ପ୍ଲସ୍‌ ପକ୍ଷରୁ ୱାନ୍‌ପ୍ଲସ୍‌ ୭ ସିରିଜ୍ ବିଷୟରେ ଘୋଷଣା କରାଯାଇଛି। କଂପାନି ୱାନ୍‌ପ୍ଲସ୍‌ ୭ ପ୍ରୋ ବିଷୟରେ ଘୋଷଣା କରିଛି। ଏହା ବିଭିନ୍ନ ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୪୮,୯୯୯ ଟଙ୍କା ରଖାଯାଇଛି। ସେଭେନ୍ ସିରିଜ୍‌କୁ ନେଇ ଆମେ ଅତ୍ୟନ୍ତ ଉତ୍ସାହିତ ଅଛୁ ବୋଲି କଂପାନିର ସିଇଓ ପେଟେ ଲାଉ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.