ଖୋଲିଲାଣି ଏକ୍ସକ୍ଲୁସିଭ ସୋ’ରୁମ୍‌

ପୂର୍ବରୁ ପୁରୁଷଙ୍କ ପାଇଁ କିମ୍ବା ପୁରୁଷ ଓ ମହିଳା ବ୍ରାଣ୍ଡ୍‌ର ପୋଷାକ ବିକ୍ରି କରୁଥିବା ଏକ୍ସକ୍ଲୁସିଭ ସୋରୁମ୍‌ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ସହର ଗୁଡ଼ିକରେ ରହିଥିବାବେଳେ ଏବେ ମହିଳାଙ୍କ ପୋଷାକକୁ ନେଇ ସ୍ୱତନ୍ତ୍ର ଷ୍ଟୋର୍‌ ଖୋଲିଲାଣି। ଭୁବନେଶ୍ୱରରେ ବିବା, ଡବ୍ଲ୍ୟୁ, ଭେରମୁଡା, ଓନ୍‌ଲି ଭଳି ବ୍ରାଣ୍ଡ୍‌ର ଏକ୍ସକ୍ଲୁସିଭ ଷ୍ଟୋର ଖୋଲିଲାଣି। ଏଥିସହିତ ସେଣ୍ଟ୍ରାଲ, ପାଣ୍ଟାଲୁନ୍ସ, ବିଗ୍‌ ବଜାର୍‌, ଫେସନ୍‌ ବିଗ୍‌ ବଜାର ସହିତ ଅନ୍ୟାନ୍ୟ ଷ୍ଟୋର୍‌ରେ ମଧ୍ୟ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟାଇଲ୍‌ ଓ ଡିଜାଇନ୍‌ର ପୋଷାକ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର