ଓରିଏଣ୍ଟ୍‌ ଏଲ୍‌ଇଡି ବଲ୍‌ବକୁ ୫ ଷ୍ଟାର୍‌ ରେଟିଂ

ନୂଆଦିଲ୍ଲୀ: ସି. କେ. ବିର୍ଲା ଗ୍ରୁପ୍‌ କମ୍ପାନି ଓରିଏଣ୍ଟ ଇଲେକ୍‌ଟ୍ରିକ୍‌ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ୯ ଓ୍ଵାଟ୍‌ ଏଲ୍‌ଇଡି ବଲ୍‌ବକୁ ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନନ୍ସି ପକ୍ଷରୁ ୫ ଷ୍ଟାର ରେଟିଂ ପ୍ରଦାନ କରାଯାଇଛି। ପ୍ରଥମ ଭାରତୀୟ ଲାଇଟିଂ ବ୍ରାଣ୍ଡ୍‌ ଭାବେ ଓରିଏଣ୍ଟ୍‌ ଏହି ସଫଳତା ହାସଲ କରିଛି ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏଲ୍‌ଇଡି ବଲ୍‌ବ ପାଇଁ ଏହି ମାନ୍ୟତା ମିଳିବା ଆମକୁ ଅତ୍ୟନ୍ତ ଗର୍ବିତ କରିଛି ବୋଲି ଓରିଏଣ୍ଟ ଇଲେକ୍‌ଟ୍ରିକ୍‌ର ବରିଷ୍ଠ ଉପସଭାପତି ତଥା ବିଜ୍‌ନେସ୍‌ ହେଡ୍‌ (ଲାଇଟିଂ) ପୁନୀତ ଧାଓ୍ଵନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର