ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଟିସିଏସ୍‌ରେ ଚାକିରି ପାଇଁ ୧୦୦ କୋଟିର ଲାଞ୍ଚ କାରବାର

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ଆଇଟି କଂପାନି ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)ରେ ଚାକିରି ପାଇଁ ଲାଞ୍ଚ କାରବାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦୦ କୋଟି ଟଙ୍କାର ଲାଞ୍ଚ କାରବାରର ଅଭିଯୋଗ ହୋଇଛି। ଏହି ଘଟଣାରେ କଂପାନି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ପୁରୀ ରଥଯାତ୍ରାରେ ଫ୍ରିଡମ୍ ଷ୍ଟଲ୍‌

ଭୁବନେଶ୍ବର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଫ୍ରିଡମ ପରିବାର ପକ୍ଷରୁ ପୁରୀ ଗୁଣ୍ଡିଚା ମନ୍ଦିରଠାରେ ଫ୍ରିଡମ ଷ୍ଟଲ୍‌ ସ୍ଥାପନ କରାଯାଇଛି। ଏହି ଷ୍ଟଲ ଆସନ୍ତା ବାହୁଡା଼ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସେବା ଯୋଗାଇବ। ଷ୍ଟଲ୍‌କୁ ଫ୍ରିଡମ ତେଲର ଓଡ଼ିଶା ମୁଖ୍ୟ ଅମିୟ କୁମାର ଧଳ ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ସିଇଓ କନ୍‌କ୍ଲେଭ୍ ୨୦୨୩

ରୁପାରେ ନିର୍ମିତ ଅଳଙ୍କାର ଲୋକମାନଙ୍କର ଉଭୟ ପାରମ୍ପରିକ ଏବଂ ଆଧୁନିକ ଚାହିଦାକୁ ପୁରଣ କରିଥାଏ। ରୁପାରେ ନିର୍ମିତ ବାସନକୁସନକୁ ଲୋକମାନେ ଧାର୍ମିକ ଏବଂ ସ୍ବାସ୍ଥଗତ କାରଣରୁ ମଧ୍ୟ ବ୍ୟବହାର କରିଥାନ୍ତି। ସେ ଦୃଷ୍ଟିରେ ଦେଖିଲେ ରୁପାର ଚାହିଦା ଓ ଗ୍ରହଣଯୋଗ୍ୟତା ସବୁଦିନ ପାଇଁ ରହିବ। ତେବେ…
ଅଧିକ ଖବର ଦେଖନ୍ତୁ...

୬ ଡବ୍ଲୁଟିଓ ବିବାଦ ତୁଟାଇବାକୁ ଭାରତ, ଆମେରିକା ସହମତ

ନୂଆଦିଲ୍ଲୀ : ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଥିବା ୬ଟି ବାଣିଜ୍ୟ ବିବାଦ ତୁଟାଇବାକୁ ଭାରତ ଓ ଆମେରିକା ସହମତ ହୋଇଛନ୍ତି। ଆମେରିକାର ଆଲମଣ୍ଡ, ବାଦାମ ଓ ସେଓ ଉପରେ ଭାରତ ଲଗାଇଥିବା ସୀମା ଶୁଳ୍କକୁ ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା…
ଅଧିକ ଖବର ଦେଖନ୍ତୁ...

ଜିଓ ଆଣିବାକୁ ଯାଉଛି ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ!

ନୂଆଦିଲ୍ଲୀ: ଚଳିତବର୍ଷ ଆରମ୍ଭରେ ଜିଓ ଫୋନ ୫ଜିକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ୫ଜି ଫୋନରେ କ’ଣ ସବୁ ଫିଚର ରହିବ ସେ ବିଷୟରେ ଖବର ଆସି ସାରିଥିବା ବେଳେ ଏବେ ଫୋନର ପ୍ରଥମ ଝଲକ ସାମ୍ନାକୁ ଆସିଛି। ଜିଓଫୋନ ୫ଜି ୟୁନିଟକୁ ଏକ ଟୁଇଟର ୟୁଜର ଦ୍ବାରା ପ୍ରାପ୍ତ କରାଯାଇଥିଲା। ଯେଉଁଥି‌ରେ…
ଅଧିକ ଖବର ଦେଖନ୍ତୁ...

ଦିନରେ ଶସ୍ତା, ରାତିରେ ମହଙ୍ଗା ହେବ ବିଦ୍ୟୁତ: ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ପ୍ରତି ମାସରେ ଅଧିକ ବିଦ୍ୟୁତ୍ ବିଲ୍ ପୈଠକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି | ବାସ୍ତବରେ ବର୍ତ୍ତମାନ ସରକାର ଏଭଳି ପଦକ୍ଷେପ ନେଇଛନ୍ତି, ଯାହା ପରେ ଆପଣଙ୍କ ବିଦ୍ୟୁତ୍ ବିଲ୍ ଯଥେଷ୍ଟ ହ୍ରାସ ପାଇବ। ବିଦ୍ୟୁତ୍ ଦର ସ୍ଥିର କରିବାକୁ ସରକାର…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ‘ସ୍ବାଭାବିକ ବଦଳି’ କହି ୫ ବରିଷ୍ଠ ଅଧିକାରୀଙ୍କୁ ବଦଳିକଲା ରେଳବାଇ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାର କିଛି ସପ୍ତାହ ପରେ ଦକ୍ଷିଣ ପୂର୍ବ ରେଳପଥର ୫ଜଣ ପଦସ୍ଥ ଅଧିକାରୀଙ୍କୁ ବଦଳି କରାଯାଇଛି। ଗୁରୁବାର ଦିନ ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ରେଳ ଚଳାଚଳ, ସୁରକ୍ଷା ଏବଂ ‘ସିଗ୍‌ନାଲ୍‌’ ଆଦି…
ଅଧିକ ଖବର ଦେଖନ୍ତୁ...

ମୋଦୀ-ମାଇକ୍ରନ୍ ସିଇଓ ସାକ୍ଷାତ: ଭାରତରେ ଚିପ୍ ତିଆରି କରିବ ‘ମାଇକ୍ରନ୍‌’

ନୂଆଦିଲ୍ଲୀ: ଭାରତକୁ ଚିପ୍‌ ଉତ୍ପାଦନର ହବ୍‌ରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ଶୀଘ୍ର ସାକାର ହେବାକୁ ଯାଉଛି। ଆମେରିକାର ମାଇକ୍ରୋ ଚିପ୍ ନିର୍ମାତା ମାଇକ୍ରନ୍ ଗୁଜରାଟରେ ଏକ ନୂଆ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ କାରଖାନା ସ୍ଥାପନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ସିଇଓ କନ୍‌କ୍ଲେଭ୍ ୨୦୨୩

କୋଭିଡ୍‌ ମହାମାରୀ ପ୍ରଭାବରେ ସମଗ୍ର ଶିଳ୍ପ ଜଗତରେ ଆଇଟିର ଗ୍ରହଣୀୟତା ତ୍ବରାନ୍ବିତ ହୋଇଥିଲା। ସବୁ ବ୍ୟବସାୟ ଲାଗି ଡିଜିଟାଲ୍‌ ଏକ ଗୁରୁତ୍ବପୂର୍ଣ୍ଣ ମିସନରେ ପରିଣତ ହୋଇଥିଲା। ବ୍ୟାପକ ଭାବେ ଡିଜିଟାଲ୍ ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ଦକ୍ଷ ପ୍ରତିଭା ଅଭାବ ବହୁ ଆହ୍ବାନ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ମେଟାର ବ୍ଲୁ ଟିକ୍ ସବ୍‌ସ୍କ୍ରିପ୍‌ସନ୍ ଆରମ୍ଭ

ନୂଆଦିଲ୍ଲୀ: ଟ୍ବିଟର୍‌ର ବ୍ଲୁ ଟିକ୍ ଢାଞ୍ଚାରେ ମାର୍କ ଜୁକରବର୍ଗଙ୍କ କଂପାନି ମେଟା ପକ୍ଷରୁ ଭାରତରେ ବ୍ଲୁ ଟିକ୍ ସବ୍‌ସ୍କ୍ରିପ୍‌ସନ୍ ଆରମ୍ଭ କରାଯାଇଛି। ଏହି ସଂସ୍ଥା ଅଧୀନରେ ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ହ୍ବାଟସ୍‌ଆପ୍ ପରିଚାଳିତ ହେଉଛି। ବ୍ଲୁ ଟିକ୍ ପାଇଁ ଆଣ୍ଡ୍ରଏଡ୍ ଓ ଆଇଓଏସ୍‌…
ଅଧିକ ଖବର ଦେଖନ୍ତୁ...