ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ବିମାନ ଭିତରେ ସହଯାତ୍ରୀଙ୍କ ଉପରେ ପରିସ୍ରା ମାମଲା: ଘଟଣାର ମୁକାବିଲା ପାଇଁ ଏସଓପି ପ୍ରସ୍ତୁତ କରିବାକୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବର ମାସରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ପୁରୁଷ ଯାତ୍ରୀ ବିମାନ ଭିତରେ ଅନ୍ୟ ଜଣେ ୭୨ ବର୍ଷୀୟା ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣାରେ ଆଜି (ସୋମବାର) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଶୀର୍ଷ ଅଦାଲତ…
ଅଧିକ ଖବର ଦେଖନ୍ତୁ...

ଭାରତ-ରୁଷ ତୈଳ କାରବାରରେ କେଉଁଠି ସୃଷ୍ଟି ହୋଇଛି ନୂଆ ସମସ୍ୟା  ?

ମସ୍କୋ: ଭାରତ ରୁଷଠାରୁ ବିପୁଳ ପରିମାଣରେ ତେଲ କିଣୁଥିବାବେଳେ ସେଥିପାଇଁ ଭାରତୀୟ ଟଙ୍କାରେ ପୈଠ କରୁଛି ।  ଏଥିପାଇଁ ରୁଷ ପାଖରେ ବିପୁଳ ପରିମାଣରେ ଭାରତୀୟ ଟଙ୍କା ଜମା ହୋଇଗଲାଣି । କିନ୍ତୁ ଏହି ଟଙ୍କା ତାଙ୍କ ପାଇଁ କୌଣସି କାମରେ ଆସିବ ନାହିଁ ବୋଲି ରୁଷ କହିବା ପରେ ବିବାଦ ଦେଖାଦେଇଛି ।…
ଅଧିକ ଖବର ଦେଖନ୍ତୁ...

ହିଂସାପ୍ରବଣ ମଣିପୁରରୁ ଖସି ପଳାଇବାକୁ ତତ୍ପରତା: ୨୫,୦୦୦ ଟଙ୍କାରେ ବିକ୍ରି ହେଉଛି ୨,୫୦୦ ଟଙ୍କାର ବିମାନ ଟିକେଟ୍‌

ଇମ୍ଫାଲ୍‌: ହିଂସାପ୍ରବଣ ମଣିପୁରରୁ ତୁରନ୍ତ ପଳାଇଯିବାକୁ ‌ଶହ ଶହ ଜନତା ତତ୍ପରତା ପ୍ରକାଶ କରିଥିବାରୁ ଇଣ୍ଡିଗୋ ଏବଂ ଏୟାର୍‌ଏସିଆ ସମେତ କେତେଗୁଡ଼ିଏ ଏୟାର୍‌ଲାଇନ୍‌ ସେମାନଙ୍କର ବିମାନଯାତ୍ରା ବାବଦ ଶୁଳ୍କ ବୃଦ୍ଧି କରିଛନ୍ତି। ହଠାତ୍‌ ଯାତ୍ରୀମାନଙ୍କର ଚାହିଦା ବୃଦ୍ଧି ପାଇଥିବାରୁ…
ଅଧିକ ଖବର ଦେଖନ୍ତୁ...

‘ଗୋ ଫାଷ୍ଟ୍‌’କୁ ବିମାନ ଜବତ ଭୟ, ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନିକୁ ମାଗିବ କ୍ଷତିପୂରଣ

ମୁମ୍ବାଇ : ୱାଡ଼ିଆ ଗ୍ରୁପ୍ ଅଧିନରେ ପରିଚାଳିତ ହେଉଥିବା ଗୋ ଫାଷ୍ଟ୍‌ ଏହାର ଉଡ଼ାଣକୁ ଚଳିତ ମାସ ୧୨ ପର୍ଯ୍ୟନ୍ତ ବନ୍ଦ କରିଛି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ସଂସ୍ଥା ନିଜକୁ ଦେବାଳିଆ ଘୋଷଣା କରିବା ଲାଗି ନ୍ୟାସନାଲ୍‌ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର…
ଅଧିକ ଖବର ଦେଖନ୍ତୁ...

ରୁଷ୍‌ରୁ ଆସୁଛି ୩୬% ତେଲ, ଓପେକ୍‌ର ଭାଗ କମିଲା

ନୂଆଦିଲ୍ଲୀ: ଗତବର୍ଷ ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତ ନାମକୁ ମାତ୍ର ତେଲ ରୁଷ୍‌ରୁ ମଗାଉଥିଲା। ଏବେ କିନ୍ତୁ ଏକ ତୃତୀୟାଂଶ ତେଲ ଏହା ରୁଷ୍‌ରୁ କିଣୁଛି। ଚଳିତ ବର୍ଷ ଏପ୍ରିଲ୍‌ରେ ଭାରତ ୩୬ ପ୍ରତିଶତ ତେଲ ରୁଷ୍‌ରୁ ମଗାଇଛି। ଲାଗାତାର ସପ୍ତମ ମାସ ପାଇଁ ରୁଷ୍‌ ଭାରତର ଏକ…
ଅଧିକ ଖବର ଦେଖନ୍ତୁ...

ଏଆଇ ପରମାଣୁ ବୋମା ଭଳି: ବଫେ

ନୂଆଦିଲ୍ଲୀ: ବିଶ୍ବର ଚର୍ଚ୍ଚିତ ନିବେଶକ ତଥା ବର୍କସାୟାର ହାଥାୱେର ପ୍ରତିଷ୍ଠାତା ୱାରେନ୍ ବଫେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତାହାକୁ ‌ସେ ପରମାଣୁ ବୋମା ସହ ତୁଳନା କରିଛନ୍ତି। ବର୍କସାୟାର ହାଥାୱେର ବାର୍ଷିକ ବୈଠକରେ ଏଆଇକୁ ନେଇ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ପିଲାଦିନ ଭଲରେ କଟିନଥିଲା: ମସ୍କ

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ତଥା ଟେସ୍‌ଲା, ଟ୍ବିଟର ଓ ସ୍କେସ୍‌ଏକ୍ସ ଭଳି ସଂସ୍ଥାର ମାଲିକ ଏଲନ୍‌ ମସ୍କଙ୍କ ପିଲାଦିନ ଏତେଟା ଭଲରେ କଟିନଥିଲା। ପାଠପଢ଼ିବା ଲାଗି ତାଙ୍କୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥିଲା। ଯଦିଓ ଏକ ଅପେକ୍ଷାକୃତ ସ୍ବଚ୍ଛଳ ପରିବାରରେ ତାଙ୍କର ଜନ୍ମ ହୋଇଥିଲା,…
ଅଧିକ ଖବର ଦେଖନ୍ତୁ...

ବୈଠକରେ ୨୦ ଥର ଭାରତ ନାମ ନେଲେ ଆପଲ୍‌ ସିଇଓ

ନୂଆଦିଲ୍ଲୀ: ଲୋକପ୍ରିୟ ଆଇଫୋନ୍ ନିର୍ମାତା ଆପଲ୍‌ର ସିଇଓ ଟିମ୍‌ କୁକ୍ ଭାରତ ପ୍ରେମରେ ପଡ଼ିଯାଇଛନ୍ତି। ମୁମ୍ବାଇ ଓ ଦିଲ୍ଲୀରେ କଂପାନିର ଦୁଇ ଅଫିସିଆଲ ଷ୍ଟୋର୍‌ ଖୋଲିବା ପରଠାରୁ ସେ ଭାରତକୁ ନେଇ ଅତ୍ୟନ୍ତ ଉତ୍ସାହିତ ରହିଛନ୍ତି। କଂପାନିର ତ୍ରୈମାସିକ ଫଳାଫଳ ଘୋଷଣା ଲାଗି ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

କର୍ମକ୍ଷେତ୍ରରେ ବିବିଧତା ଆଣିବାକୁ ଆହ୍ବାନ

ଭୁବନେଶ୍ବର: ଅନ୍ତର୍ଭୁକ୍ତୀକରଣ ଲାଗି ବିଭିନ୍ନ ସ୍ତରରେ ଉଦ୍ୟମ ହେଉଥିବା ବେଳେ ଏହି ଲକ୍ଷ୍ୟ ହାସଲ କରିବା ଲାଗି କାର୍ଯ୍ୟକ୍ଷେତ୍ରରେ ବିବିଧତା ଆଣିବାକୁ ପଡ଼ିବ। ଶ୍ରମଶକ୍ତିରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ବ ବଢ଼ାଇବାକୁ ହେ‌ବ। ତାହାହେଲେ ସେହି କର୍ମକ୍ଷେତ୍ର ଅଧିକ ଅନ୍ତର୍ଭୁକ୍ତୀକରଣ…
ଅଧିକ ଖବର ଦେଖନ୍ତୁ...

ସପ୍ତାହକ ପୂର୍ବରୁ କମ୍ପାନୀ ଦେଇଥିଲା ଜମାଣିଆ ପାର୍ଟି, ଏବେ କର୍ମଚାରୀମାନଙ୍କର ନେଇଗଲା ଚାକିରି

ନ୍ୟୁୟର୍କ: ଆମେରିକା ଏବଂ ୟୁରୋପରେ ମାନ୍ଦାବସ୍ଥାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି | କିଛିଦିନ ତଳେ ଟ୍ୱିଟର, ମେଟା, ଆମାଜନ, ମାଇକ୍ରୋସଫ୍ଟ ପରି ଅନେକ ବଡ କମ୍ପାନୀ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଛଟେଇର ଶିକାର ବହୁ କର୍ମଚାରୀ ସୋସିଆଲ ମିଡିଆରେ ନିଜର ଅନୁଭୂତି…
ଅଧିକ ଖବର ଦେଖନ୍ତୁ...