ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

କେନ୍ଦ୍ର ସରକାରଙ୍କୁ ସୁବ୍ବାରାଓଙ୍କ ପରାମର୍ଶ: ମାଗଣା ଉପହାର ପାଇଁ ଶ୍ବେତପତ୍ର ଅଣାଯାଉ

ନୂଆଦିଲ୍ଲୀ: ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାଗଣାରେ ଅନେକ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇ ଆସୁଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି ସୁବ୍ବାରାଓ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ଶେଷଆଡକୁ ଆରମ୍ଭ ହେବ ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକର ନିର୍ମାଣ

ନୂଆଦିଲ୍ଲୀ: ଆକ୍ଟିଭାପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି | ବାସ୍ତବରେ ୨ଚକିଆ ଗାଡି ନିର୍ମାତା ହୋଣ୍ଡା ଡିସେମ୍ବର ୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଲୋକପ୍ରିୟ ସ୍କୁଟର ଆକ୍ଟିଭାର ଇ ଭର୍ସନ ଉତ୍ପାଦନ ଆରମ୍ଭ କରିବ | ଏହା ୨୦୨୫ ଆରମ୍ଭରେ ବଜାରରେ ଲଞ୍ଚ ହେବାର ସମ୍ଭାବନା ଅଛି |…
ଅଧିକ ଖବର ଦେଖନ୍ତୁ...

୨୦୨୪ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନ ଠାରୁ ୧୩,୦୦୦ କୋଟି ଟଙ୍କା ଅଧିକ

ନୂଆଦିଲ୍ଲୀ: ୨୦୧୪ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତର ନିଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ ବାର୍ଷିକ ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ପାଇ ୧୯.୫୮ କୋଟି ଟଙ୍କାରେ ପହଞ୍ଚିଛି, ଯାହା କି ସଂଶୋଧିତ ଆକଳନକୁ ମଧ୍ୟ ବ୍ୟାପକ ବ୍ୟବଧାନରେ ଅତିକ୍ରମ କରିଛି ବୋଲି ରବିବାର ଟିକସ ବିଭାଗ…
ଅଧିକ ଖବର ଦେଖନ୍ତୁ...

୨୪ କ୍ୟାରେଟ୍ ସୁନା ଡାଲି: ପ୍ଲେଟ୍ ପିଛା ଦାମ୍ କେ‌ତେ ଜାଣନ୍ତି କି?

ଦୁବାଇ: ଆଜିକାଲି ଆମେ ସମସ୍ତେ ଶୁଣୁଛୁ ଯେ ସୁନା ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହା ୭୦ ହଜାର ଟଙ୍କା ଅତିକ୍ରମ କରିଛି। ମୂଲ୍ୟ ବୃଦ୍ଧି ହେତୁ, ଲୋକଙ୍କ ପାଇଁ ଅଳଙ୍କାର ତିଆରି କରିବା କଷ୍ଟକର ହୋଇପଡୁଛି, କିନ୍ତୁ ଦୁବାଇରେ ଏକ ରେଷ୍ଟୁରାଣ୍ଟ ଅଛି ଯାହା ୨୪ କ୍ୟାରେଟ ସୁନା ତଡକା ଲଗାଇ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟରୁ ବାବା ରାମଦେବଙ୍କୁ ଆଉ ଏକ ବଡ଼ ଝଟକା: ଯୋଗ ଶିବିର ପାଇଁ ପତଞ୍ଜଳିକୁ ଦେବାକୁ ପଡିବ ସେବା ଟିକସ

ନୂଆଦିଲ୍ଲୀ: ଯୋଗ ଗୁରୁ ସ୍ବାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ବଡ଼ ଝଟକା ଲାଗିଛି। କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ…
ଅଧିକ ଖବର ଦେଖନ୍ତୁ...

ଡ୍ରାଇଭିଂ ଲାଇସେନ୍ସ ବିନା ଏସବୁ ଯାନଗୁଡ଼ିକୁ ଚଲାଇ ହେବ, ଚାଲାଣ ବି କଟିବ ନାହିଁ!

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ବିନା ରାସ୍ତାରେ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଲାଇଲେ, ଟ୍ରାଫିକ୍ ପୁଲିସ୍ ଗାଡି ଯାଞ୍ଚ୍ କରି ଚାଲାଣ କାଟିଥାନ୍ତି। ତେବେ ବଜାରରେ ଏପରି ଯାନ ଅଛି ଯାହାର ଡ୍ରାଇଭ୍ ପାଇଁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ। ବଜାରରେ ଉପଲବ୍ଧ ବୈଦ୍ୟୁତିକ…
ଅଧିକ ଖବର ଦେଖନ୍ତୁ...

ଆଇଟିରେ ଚାକିରି ସଂକଟ: ବର୍ଷକରେ କମିଲେ ୬୪ ହଜାର କର୍ମଚାରୀ

ବେଙ୍ଗାଲୁରୁ: ଇଞ୍ଜିନୟରିଂ ଏବଂ ପ୍ରଯୁକ୍ତି କ୍ଷେତ୍ରର ଛାତ୍ରଛାତ୍ରୀଙ୍କୁ ଚାକିରି ଦେବାରେ ଦେଶର ୩ଟି ବଡ଼ ଆଇଟି କମ୍ପାନି ଟିସିଏସ୍‌, ଇନଫୋସିସ୍ ଏବଂ ୱିପ୍ରୋର ବଡ଼ ଯୋଗଦାନ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ରହି ଆସିଛି। କିନ୍ତୁ ନିକଟରେ ‌ଶେଷ ହୋଇଥିବା ୨୦୨୩-୨୪ ଆର୍ଥିକ ବର୍ଷରେ ଏହି…
ଅଧିକ ଖବର ଦେଖନ୍ତୁ...

ମସ୍କଙ୍କ ଭାରତ ଗସ୍ତ ଘୁଞ୍ଚିଲା: କଟାକ୍ଷ କଲା କଂଗ୍ରେସ

ନୂଆଦିଲ୍ଲୀ: ଟେସ୍‌ଲା ତଥା ସ୍ପେସ୍‌ଏକ୍ସ କମ୍ପାନିର ସିଇଓ ଏଲନ୍‌ ମସ୍କଙ୍କ ଭାରତ ଗସ୍ତ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ଚଳିତମାସ ୨୧ ଓ ୨୨ ତାରିଖରେ ସେ ଭାରତ ଗସ୍ତରେ ଆସିଥାନ୍ତେ। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହିତ ମହାକାଶ ପ୍ରଯୁକ୍ତି କ୍ଷେତ୍ରର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ କ୍ଷେପଣାସ୍ତ୍ର କୌଶଳ ଯୋଗାଉଥିଲେ ଚୀନ୍‌ କମ୍ପାନି

ଵାସିଂଟନ୍: ପାକିସ୍ତାନର ଦୀର୍ଘ ଦୂରତା କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସମେତ ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଗୁପ୍ତ ଭାବେ କ୍ଷେପଣାସ୍ତ୍ର ନିର୍ମାଣ ସାମଗ୍ରୀ ଯୋଗାଉଥିବାରୁ ଆମେରିକା ସରକାର ଚୀନ୍‌ର ୩ଟି କମ୍ପାନି ଏବଂ ବେଲାରୁଷ୍‌ର ଗୋଟିଏ କମ୍ପାନି ଉପରେ…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନି ଦେଶର ନଂ୧ ଧନୀ, ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ପ୍ରବେଶ କଲେ ସୁନୀଲ ମିତ୍ତଲ

ନୂଆଦିଲ୍ଲୀ : ଦେଶର ଧନୀ ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତୀ ଏୟାରଟେଲ ସେୟାରରେ ଜବରଦସ୍ତ ବୃଦ୍ଧି ଯୋଗୁଁ ସୁନୀଲ ମିତ୍ତଲ ଦେଶର ଶ୍ରେଷ୍ଠ ୧୦ ଧନୀ ଭାରତୀୟଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ସେ ଲକ୍ଷ୍ମୀ ମିତ୍ତଲଙ୍କୁ ଏହି ତାଲିକାରୁ ବାଦ୍ ଦେଇଛନ୍ତି। ସୁନୀଲ ମିତ୍ତଲ ଏବଂ ପରିବାର…
ଅଧିକ ଖବର ଦେଖନ୍ତୁ...