ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ବାଣ ମୂଲ୍ୟ ବଢିଥିବା ସତ୍ତ୍ୱେ ଏଥର ସାରା ଦେଶରେ ବିକ୍ରି ହୋଇଛି ୬ ହଜାର କୋଟି ଟଙ୍କାର ବାଣ

ନୂଆଦିଲ୍ଲୀ: ଦର ବଢିଥିବା ସତ୍ତ୍ୱେ ଏଥର ଦେଶରେ ବାଣ ବିକ୍ରି ବହୁତ ବଢିଛି | ଦିଲ୍ଲୀ ବ୍ୟତୀତ ଦୀପାବଳିରେ ଖୁଚୁରା ବ୍ୟବସାୟୀମାନେ ସମଗ୍ର ଦେଶରେ ପ୍ରାୟ ୬,୦୦୦ କୋଟି ଟଙ୍କାର ବାଣ ବିକ୍ରି କରିଛନ୍ତି | ଆଉ ଏହା ପରେ ବାଣ ଶିଳ୍ପ ସହ ଜଡିତ ବ୍ୟକ୍ତି ଓ ଉଦ୍ୟୋଗମାନେ ଖୁବ ଖୁସି ଅଛନ୍ତି | କାରଣ…
ଅଧିକ ଖବର ଦେଖନ୍ତୁ...

ଦେଶରେ ବଢ଼ୁଛି କ୍ରେଡିଟ କାର୍ଡ ବ୍ୟବହାର: ସେପ୍ଟେମ୍ବରରେ ୧,୨୨,୫୫୩ କୋଟିର କିଣାକିଣି

ନୂଆଦିଲ୍ଲୀ: ଭାରତରେ କ୍ରେଡିଟ କାର୍ଡ ସଂସ୍କୃତି ବଢ଼ିବାରେ ଲାଗିଛି। ଏଥିପାଇଁ ଲୋକମାନେ କ୍ରେଡିଟ୍ କାର୍ଡ ଜରିଆରେ ଅଧିକ କିଣାକିଣି କରୁଛନ୍ତି। ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଅନୁଯାୟୀ, କ୍ରେଡିଟ୍ କାର୍ଡ ଜାରି ହେବାର ଏକମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର ହୋଇ ନଥିଲେ ବ୍ୟାଙ୍କ ସେହି…
ଅଧିକ ଖବର ଦେଖନ୍ତୁ...

ଭାରତରେ ଦ୍ବିତୀୟ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ

ନୂଆଦିଲ୍ଲୀ: ଅକ୍ଟୋବର ୨୯କୁ ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଇ ଆସୁଛି। ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୬୩ ପ୍ରତିଶତ ଲୋକ ଇଣ୍ଟରନେଟ ବ୍ୟବହାର କଲେଣି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଟରନେଟ୍ ବ୍ୟବହାରକାରୀ ଆମେରିକା, ଚୀନ ଓ ଭାରତରେ ରହିଛନ୍ତି। ତେବେ ଇଣ୍ଟରନେଟ୍…
ଅଧିକ ଖବର ଦେଖନ୍ତୁ...

ମୋବାଇଲରୁ ଭାଇରସ୍ ‌ଚୋରେଇ ନେବ ବ୍ୟାଙ୍କ ତଥ୍ୟ: ୧୮ ବ୍ୟାଙ୍କର ଗ୍ରାହକଙ୍କ ପ୍ରତି ବିପଦ

ନୂଆଦିଲ୍ଲୀ: ପ୍ରଯୁକ୍ତିର ବ୍ୟବହାର ବ୍ୟାଙ୍କିଂ ସେବାକୁ ତ୍ବରାନ୍ବିତ କରିପାରିଛି। ଲୋକମାନେ ଏହାର ଲାଭ ପାଉଛନ୍ତି। କିନ୍ତୁ କିଛି ଖଳ ପ୍ରକୃତିର ବ୍ୟକ୍ତି ଏହି ପ୍ରଯୁକ୍ତିର ଦୁରୁପଯୋଗ କରି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ସଂପ୍ରତି ଆଣ୍ଡ୍ରଏଡ୍ ଫୋନ ବ୍ୟବହାରକାରୀଙ୍କ ପ୍ରତି ଏକ ବିପଦ…
ଅଧିକ ଖବର ଦେଖନ୍ତୁ...

ଭାରତ ବିଶ୍ବ ବାଣିଜ୍ୟ ମେଳାରେ ଭାଗନେବ ଓଡ଼ିଶା

ନୂଆଦିଲ୍ଲୀ: ଭାରତ ବିଶ୍ବ ବାଣିଜ୍ୟ ମେଳା(ଆଇଆଇଟିଏଫ୍‌)ର ୪୧ ତମ ସଂସ୍କରଣରେ ଓଡିଶା ଭାଗ ନେବ। ଆସନ୍ତା ମାସ ୧୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଗତି ମୈଦାନର ନୂତନ କନଭେନସନ ହଲରେ ବାଣିଜ୍ୟ ମେଳା ହେବ। ଏଥର ମେଳାରେ ୧୫ରୁ ଅଧିକ ବିଦେଶୀ କଂପାନି ଏବଂ ଓଡ଼ିଶା ସମେତ ୨୯ଟି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଚିନି ରପ୍ତାନି କଟକଣା ବର୍ଷେ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଚିନି ରପ୍ତାନି ଉପରେ ଲାଗିଥିବା କଟକଣାକୁ ଆସନ୍ତାବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦେଶରେ ଚିନି ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ସରକାର ଚଳିତବର୍ଷ ମେ’ ମାସରେ ରପ୍ତାନି ଉପରେ କଟକଣା ଲଗାଇଥିଲେ। ଚଳିତମାସ ଶେଷରେ ଏହି କଟକଣା ସରିଥାଆନ୍ତା।…
ଅଧିକ ଖବର ଦେଖନ୍ତୁ...

ଟ୍ବିଟର ବ୍ୟବହାର ନେଇ ସ୍ପଷ୍ଟ କଲେନି ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ବିଟରର ମାଲିକାନା ପରିବର୍ତ୍ତନ ହୋଇଛି। ଟେସଲା ସିଇଓ ଏଲନ ମସ୍କ ଏହି କମ୍ପାନିକୁ କିଣିବା ପକ୍ରିୟା ଶେଷ କରିଛନ୍ତି। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ଆମେରିକାର ପୂର୍ବତନ ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ଏହି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ସେ ଯୋଗଦେବେ କି…
ଅଧିକ ଖବର ଦେଖନ୍ତୁ...

ଭାରତରେ ଏଡିଟ୍ ବଟନ ଆରମ୍ଭ କଲା ଟ୍ବିଟର

ନୂଆଦିଲ୍ଲୀ: ଆମେରିକାର ସାମାଜିକ ଗଣମାଧ୍ୟମ କମ୍ପାନି ଟ୍ବିଟରକୁ ଏଲନ ମସ୍କ କିଣିବା ପରେ ଭାରତରେ ଏହାର ଟ୍ବିଟ୍ ଏଡିଟ୍ କରିବା ସୁବିଧା ବା ଏଡିଟ୍ ଟ୍ବିଟ ବଟନକୁ କାର୍ଯ୍ୟକାରୀ କରିଛି। ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଏହି ସୂଚନା ଦେଇଛନ୍ତି। ସେ ନିଜେ ତାଙ୍କ ଟ୍ବିଟକୁ ଏଡିଟ୍…
ଅଧିକ ଖବର ଦେଖନ୍ତୁ...

ବେତନ ବୃଦ୍ଧିକୁ ଖାଇଯିବ ଦରଦାମ୍‌, ଭାରତରେ କର୍ମଚାରୀ ଲାଭରେ ରହିବେ

ନୂଆଦିଲ୍ଲୀ : ଭାରତ ସମେତ ବିଶ୍ବର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଦରଦାମ ବୃଦ୍ଧି ଏକ ମୁଖ୍ୟ ସମସ୍ୟା ପାଲଟିଛି। ମୁଦ୍ରାସ୍ଫୀତି ଏତେ ଅଧିକ ରହିଛି ଯେ ଦରମା ବଢ଼ିଲେ ମଧ୍ୟ କର୍ମଚାରୀମାନେ ତାହାର କୌଣସି ସୁଫଳ ପାଉନାହାନ୍ତି। ତେବେ ଏକ ସର୍ଭେରୁ ଜଣାଯାଇଛି ଯେ ବିଶ୍ବରେ ୩୭ ପ୍ରତିଶତ ଦେଶର…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ହେଉଛି ଡଲାର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଗତ କିଛିମାସ ହେଲା ବୃଦ୍ଧି ପାଇ ଆସୁଥିବା ଡଲାର ମୂଲ୍ୟ ଏବେ କିଛିଦିନ ହେଲା କମୁଛି। ବିଶ୍ବର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ଗତ ୩ ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରକୁ କମିଛି। ବ୍ଲୁମବର୍ଗ ଡଲାର ସ୍ପଟ ଇଣ୍ଡେକ୍ସ ୦.୭…
ଅଧିକ ଖବର ଦେଖନ୍ତୁ...