ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଯୁଦ୍ଧ ଭୟରେ ସେନ୍‌ସେକ୍ସ ୧,୭୪୭ ପଏଣ୍ଟ ଖସିଲା; ନିବେଶକ ହରାଇଲେ ୮.୫ ଲକ୍ଷ କୋଟି

ମୁମ୍ବାଇ : ଭାଲେଣ୍ଟାଇନ୍ସ ଡେ’ ନିବେଶକମାନଙ୍କୁ ବଡ଼ ଧକ୍କା ଦେଇଛି। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ରହିଥିବାରୁ ବିଶ୍ବର ବିଭିନ୍ନ ଦେଶରେ ସେୟାର ବିକ୍ରି କରୁଛନ୍ତି। ‌ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଧାରା ମଧ୍ୟ ଅବ୍ୟାହତ ରହିଛି। ସୋମବାର ଦିନ ବମ୍ବେ ଷ୍ଟକ…
ଅଧିକ ଖବର ଦେଖନ୍ତୁ...

ଖିମ୍‌ଜୀ ‘ଲଭ୍‌ଷ୍ଟ୍ରକ୍‌ ୨୦୨୨’ ପ୍ରତିଯୋଗିତାର ବିଜେତା ଘୋଷଣା

ଭୁବନେଶ୍ବର : ରାଜ୍ୟର ସବୁଠୁ ବିଶ୍ବାସଯୋଗ୍ୟ ଗହଣା ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଭାଲେଣ୍ଟାଇନ୍ସ ସପ୍ତାହ ପରିପ୍ରେକ୍ଷୀରେ ଆରମ୍ଭ କରାଯାଇଥିବା ‘ଲଭ୍‌ଷ୍ଟ୍ରକ୍ ୨୦୨୨’ ପ୍ରତି‌ଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ସେଲ୍‌ଫି ପ୍ରତିଯୋଗିତାର ବିଜେତାମାନେ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

କ୍ରିପ୍ଟୋ ନିଷିଦ୍ଧ କରିବା ସପକ୍ଷରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ : କ୍ରିପ୍ଟୋକରେନ୍ସିକୁ ଚିଟ୍‌ଫଣ୍ଡ୍‌ ସହ ତୁଳନା କରି ସେଗୁଡ଼ିକୁ ନିଷିଦ୍ଧ କରିବା ଭଲ ପରାମର୍ଶଯୋଗ୍ୟ ବିକଳ୍ପ ବୋଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର କହିଛନ୍ତି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଛନ୍ତି ଯେ କ୍ରିପ୍ଟୋକୁ ନେଇ ରିଜର୍ଭ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ଅଦାଲତ ଅଭିଯାନ ୨୮ରୁ

ଭୁବନେଶ୍ବର : କୋଭିଡ୍ ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଋଣଗ୍ରହୀତାଙ୍କୁ ସହାୟତା ଯୋଗାଇଦେବା ଲାଗି ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ପକ୍ଷରୁ ‘ଶାଖା ଅଦାଲତ’ ସର୍ବଭାରତୀୟ ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। ଚଳିତ ବର୍ଷ ଜାନୁଆରି ୩୧ରୁ ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଇଲ୍‌କର୍‌ ଆୟସି ଏୟାର ଇଣ୍ଡିଆର ନୂଆ ସିଇଓ

ନୂଆଦିଲ୍ଲୀ : ଟାଟା ସନ୍ସ ପକ୍ଷରୁ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଅଧ୍ୟକ୍ଷ ଇଲ୍‌କର୍ ଆୟସିଙ୍କୁ ଏୟାର ଇଣ୍ଡିଆର ନୂଆ ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। କଂପାନିର ବୋର୍ଡ ବୈଠକରେ ଆୟସିଙ୍କ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହି ବୈଠକରେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍…
ଅଧିକ ଖବର ଦେଖନ୍ତୁ...

ସାଢ଼େ ୪ଲକ୍ଷ ଟଙ୍କାରେ ଦିଲ୍ଲୀ-ମୁମ୍ବାଇରେ ମିଳୁଛି ଇଲେକ୍ଟ୍ରିକ କାର!

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଜିକାଲି ଲୋକମାନେ ଇଲେକ୍ଟ୍ରିକ ବାହାନ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଗତ କିଛି ବର୍ଷ ହେବ ଇଲେକ୍ଟ୍ରିକ ବାହାନଗୁଡ଼ିକର ଚାହିଦା ବୃଦ୍ଧି ପାଇଥିବାର ଦେଖିବାକୁ ମିଳୁଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ…
ଅଧିକ ଖବର ଦେଖନ୍ତୁ...

ତୁର୍କୀ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଥିବା ଇଲକର ଆଇସି ହେଲେ ଏୟାର ଇଣ୍ଡିଆର ସିଇଓ

ନୂଆଦିଲ୍ଲୀ: ଟାଟା ସନ୍ସ ସୋମବାର ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲକର ଆଇସିଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଏକ ବିବୃତ୍ତିରେ କହିଛନ୍ତି, "ବୋର୍ଡ ଇଲକର ଆଇସିଙ୍କୁ ସିଇଓ ତଥା ଏମଡି ଭାବରେ…
ଅଧିକ ଖବର ଦେଖନ୍ତୁ...

ଉପଗ୍ରହ ଭିତ୍ତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ, ଏସଇଏସ୍ ସହିତ ଦେଶରେ ଆରମ୍ଭ କରିବ ସେବା

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତ୍ତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନି ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହ ଭିତ୍ତିକ ପ୍ରଯୁକ୍ତିର…
ଅଧିକ ଖବର ଦେଖନ୍ତୁ...

ଷ୍ଟକ ବଜାର ପାଇଁ କଳା ସୋମବାର ! ସେନସେକ୍ସ ୧୭୪୭ ପଏଣ୍ଟ ହ୍ରାସ, ନିବେଶକଙ୍କ କ୍ଷତି ସାଢେ ୮ ଲକ୍ଷ କୋଟି

ମୁମ୍ବାଇ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଆଶଙ୍କା ମଧ୍ୟରେ ସମଗ୍ର ବିଶ୍ବର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏହାର କମ୍ପନ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଅନୁଭୂତ ହୋଇଛି । ଆଜି ସେନସେକ୍ସ ପ୍ରାୟ ୧୭୪୭ ପଏଣ୍ଟ ହ୍ରାସ ପାଇ ୫୬,୪୦୫.୮୨ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଚାଲୁ ହେବ ନାଗପୁର-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌: ସାଢ଼େ ୩ ଘଣ୍ଟାରେ ଅତିକ୍ରମ କରିବ ୭୬୬ କି.ମି. ରାସ୍ତା

ମୁମ୍ବାଇ: ମୁମ୍ବାଇ ଓ ନାଗପୁର ମଧ୍ୟରେ ଖୁବ୍‌ ଶୀଘ୍ର ଭାରତୀୟ ରେଳବାଇ ବୁଲେଟ୍‌ ଟ୍ରେନ୍‌ ସେବା ଆରମ୍ଭ କରିବ। ସାଧାରଣ ଟ୍ରେନ୍‌ରେ ସମ୍ପ୍ରତି ମୁମ୍ବାଇରୁ ନାଗପୁର ଯାତାୟାତ ପାଇଁ ୧୨ ଘଣ୍ଟା ଲାଗୁଥିବା ବ‌େଳେ ବୁଲେଟ୍‌ ଟ୍ରେନ୍‌ରେ ଲାଗିବ ମାତ୍ର ୩.୫ ଘଣ୍ଟା। ଘଣ୍ଟାପ୍ରତି ସର୍ବାଧିକ ୩୫୦…
ଅଧିକ ଖବର ଦେଖନ୍ତୁ...