୧୦ ଦିନ ପରେ କମିଲା ପେଟ୍ରୋଲ, ଡିଜେଲ ଦର

0 148

ନୂଆଦିଲ୍ଲୀ: ଦୀର୍ଘ ୧୦ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦର ଆଜି ହ୍ରାସ ପାଇଛି। ଦେଶରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୧୦ ପଇସା କମିଥିବା ବେଳେ ଡିଜେଲ ଦର ୧୩ରୁ ୧୫ ପଇସା ମଧ୍ୟରେ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.