ପେଟ୍ରୋଲ ଦର ୭୮ ଟଙ୍କା ଟପିଲା

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀରେ ଆଜି ପୁଣି ପେଟ୍ରୋଲ ଦର ୭୮ ଟଙ୍କା ଟପିଯାଇଛି। ତେବେ ଡିଜେଲ ମୂଲ୍ୟ ବୃଦ୍ଧି ପାଇଁ ନୂଆ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲ୍‌ ଦର ୭୮.୦୫ ଟଙ୍କା ଓ ଡିଜେଲ ଦର ୬୯.୬୧ ଟଙ୍କା ହୋଇଛି। ଭୁବନେଶ୍ୱରରେ ଆଜି ଲିଟର ପିଛା ପେଟ୍ରୋଲ ଦର ୭୬ ଟଙ୍କା ୯୩ ପଇସାରେ ଏବଂ ଡିଜେଲ ଦର ୭୪ ଟଙ୍କା ୬୭ ପଇସାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର