ପ୍ଲାଷ୍ଟୋର ପାଇପ୍ ମିସ୍ତ୍ରୀ ମିଟ୍‌

ଭୁବନେଶ୍ବର: ପ୍ଲାଷ୍ଟୋ ଟ୍ୟାଙ୍କସ୍‌ ଆଣ୍ଡ ପାଇପସ୍‌ ପ୍ରାଇଭେଟ୍ ଲିମିଟେଡ୍ ଓ ଶିବଶଙ୍କର ଏଣ୍ଟରପ୍ରାଇଜେସ୍‌ ତରଫରୁ କରୋପୁଟ ଠାରେ ଏକ ପାଇପ୍‌ ମିସ୍ତ୍ରୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସହରର ଅନେକ ପାଇପ୍‌ ମିସ୍ତ୍ରୀ ଯୋଗ ଦେଇ ପ୍ଲାଷ୍ଟୋ ଗୋଲ୍ଡ ଇଜି କ୍ଲିନ୍ ୬ ଲେୟର ଟ୍ୟାଙ୍କ, ୱାଲ୍ ହ୍ୟାଙ୍ଗ୍‌ କ୍ରିଷ୍ଟର୍ଣ୍ଣ ଓ ସିପିଭିସି ପାଇପ୍ ଫିଟିଙ୍ଗ୍‌ସ୍‌ଗୁଡ଼ିକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ଲାଷ୍ଟୋର୍‌ ଓଡ଼ିଶା ଏରିଆ ମ୍ୟାନେଜର ସୁଶାନ୍ତ ହୋତା ଓ ଶିବଶଙ୍କର ଏଣ୍ଟରପ୍ରାଇଜେସ୍‌ର ନିହାର ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର