ନୂଆଦିଲ୍ଲୀ: ପାଓ୍ଵାରଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡର ନିର୍ଦେଶକ (ଅପରେସନ୍ସ) ଭାବେ ସୀମା ଗୁପ୍ତା ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମତୀ ଗୁପ୍ତା ଏହି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କମ୍ପାନିରେ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଉତ୍ତରାଞ୍ଚଳ-୧)ର କାର୍ଯ୍ୟଭାର ସମ୍ଭାଳୁଥିଲେ।

ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର