ରାଜ୍ ଇଲେକଟ୍ରୋନିକ୍ସର ଶୁଭ ବିବାହ ଅଫର୍‌

ଭୁବନେଶ୍ବର: ଡିସେମ୍ବର ମାସରେ ଆରମ୍ଭ ହେଉଥିବା ବିବାହ ଋତୁ ନିମନ୍ତେ ରାଜ୍‌ ଇଲେକ୍‌ଟ୍ରୋନିକ୍ସ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‌ ଆଣିଛି। ଆକର୍ଷଣୀୟ କମ୍ବୋ ପ୍ରାଇସ୍ ଅଫର୍‌ରେ ଗ୍ରାହକମାନେ ପ୍ରଡକ୍ଟ ଅନୁଯାୟୀ ପ୍ରାଇସ୍‌ ପାଇପାରିବେ। ଏଥିସହିତ ସହଜ କିସ୍ତିରେ ମଧ୍ୟ କିଣିପାରିବେ। କ୍ୟୁଏଲଇଡି, ଓଏଲଇଡି, ସ୍ମାର୍ଟ ଟିଭି, ଡାୟୋସ ରେଫ୍ରିଜରେଟର, ଷ୍ଟାର ରେଟେଡ ଓ ଇନଭର୍ଟର ଏସି ଗୁଡ଼ିକ କମ୍ ଇଏମଆଇ ସହିତ ଶୂନ ପ୍ରତିଶତ ସୁଧରେ ମିଳୁଛି। ବଜାଜ୍‌ ଫାଇନାନ୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ଏସି ଓ ୱାସିଂ ମେସିନ କିଣା ଉପରେ ସହଜ କିସ୍ତିର ସୁବିଧା ସହିତ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର କ୍ୟାସବ୍ୟାକ୍ ଅଫର୍‌ ରହିଛି। । ଗ୍ରାହକମାନେ ଗୋଟିଏ ଉତ୍ପାଦ କିଣି ଦୁଇଟି ଉପହାର ପାଇବା ସହିତ ଆକର୍ଷଣୀୟ ଡିସ୍‌କାଉଣ୍ଟ ମଧ୍ୟ ପାଇପାରିବେ। ଏତଦବ୍ୟତୀତ ବଛା ବଛା ୫୫ ଇଞ୍ଚ ଏଲ୍‌ଇଡି ଟିଭି ଓ ଏସି ସହିତ ୩୨ ଇଞ୍ଚର ଏଲ୍‌ଇଡି ଟିଭି ମାଗଣା ପାଇପାରିବେ। ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି। ଗ୍ରାହକମାନେ ଏସବୁ ଅଫରର ଲାଭ ଉଠାଇବା ପାଇଁ ରାଜ୍‌ ଇଲେ‌କଟ୍ରୋନିକ୍ସର ମ୍ୟାନେଜିଂ ପାର୍ଟନର ପ୍ରକାଶ କୁମାର ବିଶ୍ବାଳ (ଟୁଟୁ ଭାଇ) କହିଛନ୍ତି।

ସମ୍ବନ୍ଧିତ ଖବର