ଇ-କମର୍ସ ବ୍ୟବସାୟରେ ପ୍ରବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଇ-କମର୍ସ ବ୍ୟବସାୟରେ ପ୍ରବେଶ କରିବ। କମ୍ପାନି ଗୁଜରାଟରୁ ପ୍ରଥମେ ଏହି ବ୍ୟବସାୟ ଆରମ୍ଭ କରିବ। ରିଲାଏନ୍ସ ରିଟେଲ ଓ ରିଲାଏନ୍ସ ଡିଜିଟାଲକୁ ନେଇ କମ୍ପାନି ଏହି ବ୍ୟବସାୟ ଆରମ୍ଭ କରିବ। ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯୋଗଦେଇ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର