ସନ୍ଧ୍ୟା ୬ ଯାଏଁ ରିଜର୍ଭ ବ୍ୟାଙ୍କ କାଉଣ୍ଟର ଖୋଲା

ଭୁବନେଶ୍ବର: କର ପ୍ରାପ୍ତି ନିମନ୍ତେ ଚଳିତମାସ ୩୦ ତାରିଖ, ଶନିବାର ରାତି ୮ଟା ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର କାଉଣ୍ଟର ଗୁଡ଼ିକ ଖୋଲାଯାଇଥିବାବେଳେ ୩୧ ତାରିଖ, ରବିବାର ଦିନ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିସହିତ ସରକାରୀ ନେଣଦେଣ କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କର ଶାଖାଗୁଡ଼ିକ ମଧ୍ୟ ନିଜର ନିର୍ଦ୍ଦି‌ଷ୍ଟ କାଉଣ୍ଟର ଗୁଡ଼ିକୁ ଶନିବାର ରାତି ୮ଟା ଏବଂ ରବିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରଖବିା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର