ନୂଆଦିଲ୍ଲୀ: ଇଷ୍ଟ୍କୋଷ୍ଟ୍ ରେଳବାଇର ସ୍ପୋର୍ଟ୍ସ କୋଟାରେ ଗ୍ରୁପ୍ ସି’ର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଚଳିତ ବର୍ଷ ଅର୍ଥାତ ୨୦୧୮ ଅକ୍ଟୋବର ୨୯ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଅଧିକ ତଥ୍ୟ ଏହି ଲିଙ୍କ୍କୁ ଯାଇ ଜାଣି ପାରିବେ https://drive.google.com/file/d/1vZZ-8rYfGVhIcTW6Hnb-OZsRFi1aSKhU/view ।
/sambad/media/post_attachments/wp-content/uploads/2018/10/indianrailway-jobgkupdates-1-300x152.jpg)
ଇଷ୍ଟ୍କୋଷ୍ଟ୍ ରେଳବାଇର ସ୍ପୋର୍ଟ୍ସ କୋଟାରେ ଗ୍ରୁପ୍ ସି’ର ପଦବୀ ପଦବୀ ସଂଖ୍ୟା: ୨୧
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ସୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ କରିଥିବା ଦରକାର।
ବୟସ ସୀମା: ଆବେଦନକାରୀଙ୍କ ବୟସ ୧୮ରୁ ୨୫ ବର୍ଷ ଭିତରେ ହୋଇଥିବ। ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଇଣ୍ଟରଭ୍ୟୁ ଓ ସ୍ପୋର୍ଟ୍ସ ଦକ୍ଷତା ଅନୁଯାୟୀ ହେବ।
ଆବେଦନ କରିବାର ପ୍ରକ୍ରିୟା: ଆବେଦନକାରୀ ନେଟ୍ରୁ website- http://www.eastcoastrail/indianrailways.gov.in/ ଆପ୍ଲିକେସନ୍ ଫର୍ମ ଡାଉନ୍ ଲୋଡ୍ କରି ପୂରଣ କରିବା ପରେ- Principal Financial Adviser, East Coast Railwayକୁ ପଠାଇ ଦିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/railway_story_647_013017024027.jpeg)