ସାହାରାର ନ୍ୟୁୟର୍କ ହୋଟେଲ୍‌ ବିକ୍ରି ହେବ

ନ୍ୟୁୟର୍କ: ସାହାରା ଇଣ୍ଡିଆର ନ୍ୟୁୟର୍କସ୍ଥିତ ଐତିହାସିକ ହୋଟେଲ ବିକ୍ରି ହେବ। ପ୍ଲାଜା ହୋଟେଲର ସିଂହଭାଗ ଅଂଶଧନକୁ ଦୁଇ ଜଣ ନିବେଶକ ୬୦୦ ନିୟୁତ ଡଲାରରେ କିଣିବେ। ସେହି ନିବେଶକ ଦ୍ୱୟଙ୍କ ମଧ୍ୟରୁ ଜଣେ ହେଲେ ଦୁବାଇ ଭିତ୍ତିକ ହ୍ଵାଇଟ୍‌ ସିଟି ଭେଞ୍ଚର୍ସର ପ୍ରତିଷ୍ଠାତା ଶାହାଲ ଖାନ୍‌ ଏବଂ ନ୍ୟୁୟର୍କ ସହରର ହାକିମ ଅର୍ଗାନାଇଜେସନ୍‌ର ପ୍ରତିଷ୍ଠାତା କମରନ୍‌ ହାକିମ୍‌।

ସମ୍ବନ୍ଧିତ ଖବର