ନୂଆ ରଙ୍ଗରେ ସାମ୍‌ସଙ୍ଗ୍‌ ସ୍ମାର୍ଟଫୋନ୍

ଭୁବନେଶ୍ବର: ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଦୁଇଟି ନୂତନ ରଙ୍ଗରେ ଏହାର ଲୋକପ୍ରିୟ ଫୋନ୍‌ ମଡେଲ୍‌ଗୁଡ଼କୁ ଉନ୍ମୋଚନ କରାଯାଇଛି। ଗାଲାକ୍ସି ନୋଟ୯ ଓ ଗାଲାକ୍ସି ନୋଟ୯ ପ୍ଲସ ନୂଆ ରଙ୍ଗରେ ଆସିଛି। ଗାଲାକ୍ସି ନୋଟ୯ର ନୂତନ ରଙ୍ଗ ଆଲ୍‌ପାଇନ ହ୍ବାଇଟ ହୋଇଥିବାବେଳେ ଗାଲାକ୍ସି ନୋଟ୯ ପ୍ଲସର ନୂଆ ରଙ୍ଗ ରେଡିଆଣ୍ଟ୍‌ ପୋଲାରିସ୍ ବ୍ଲୁ ରହିଛି। ବଡ଼ଦିନ ଅବସର ଏହି ଦୁଇ ଫୋନ୍ ବଜାରରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର