ସ୍ମାର୍ଟଫୋନ୍‌ ବିକ୍ରିରେ ଶାଓମି ଅଗ୍ରଣୀ

ଭୁବନେଶ୍ୱର: ଆଇଡିସିର ତଥ୍ୟ ଅନୁଯାୟୀ ଭାରତର ସ୍ମାର୍ଟଫୋନ୍‌ ବଜାରରେ ଶାଓମି ଅଗ୍ରଣୀ ସ୍ଥାନରେ ରହିଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନି ୨୯.୭% ବଜାର ଅଂଶ ହାସଲ କରିଛି। ଅନଲାଇନ୍‌ ବିକ୍ରିରେ ସ୍ମାର୍ଟଫୋନ୍‌ର ବଜାର ଅଂଶ ୫୫.୬% ରହିଛି। ଏହି ତିନି ମାସରେ ଭାରତରେ ବିକ୍ରି ହୋଇଥିବା ଶ୍ରେଷ୍ଠ ପାଞ୍ଚଟି ସ୍ମାର୍ଟଫୋନ୍‌ ମଡେଲ୍‌ ମଧ୍ୟରେ ଶାଓମିର ଚାରିଟି ମଡେଲ୍‌ ରହିଛି।

ସମ୍ବନ୍ଧିତ ଖବର