ଏସ୍‌ବିଆଇ ପକ୍ଷରୁ କେରଳକୁ ୧୦ କୋଟି ଦାନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ପକ୍ଷରୁ କେରଳର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧୦ କୋଟି ଟଙ୍କା ଦାନ କରାଯାଇଛି। ପୂର୍ବରୁ ବ୍ୟାଙ୍କ ପକ୍ଷରୁ ୨ କୋଟି ଟଙ୍କା ଦାନ କରାଯାଇଥିଲା। ଆଜି ବ୍ୟାଙ୍କ ପକ୍ଷରୁ ଆଉ ୮ କୋଟି ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ୫ କୋଟି ଟଙ୍କା ବ୍ୟାଙ୍କର କର୍ମଚାରୀମାନେ ସଂଗ୍ରହ କରିଥିବା ବେଳେ ୩ କୋଟି ଟଙ୍କା ବ୍ୟାଙ୍କ କର୍ତୃପକ୍ଷ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର