ଅନୁଗୁଳରେ ଏସ୍‌ବିଆଇ ଏମ୍ଏଫ୍‌ ଶାଖା ଉଦ୍‌ଘାଟିତ

ଭୁବନେଶ୍ବର: ଅନୁଗୁଳ ଠାରେ ଏସ୍‌ବିଆଇ ମ୍ୟୁଚୁଆଲ୍ ଫଣ୍ଡ୍‌ର ନୂଆ ଶାଖା ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟରେ ଏହା କଂପାନିର ସପ୍ତମ ଶାଖା। ଏହାକୁ ଷ୍ଟେଟ୍‌ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ସିଜିଏମ୍ ପ୍ରବୀଣା କାଲା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ଦୁଇ ମହାପ୍ରବନ୍ଧକ ଦେବୀ ଶଙ୍କର ମିଶ୍ର ଓ ଗୌତମ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର