‘ସେସା’କୁ ଗୁଜରାଟ ବ୍ରାଣ୍ଡ୍‌ ଲିଡର୍‌ସିପ୍ ପୁରସ୍କାର

0 127

ଭୁବନେଶ୍ବର,: ବ୍ୟାନ୍‌ ଲ୍ୟାବ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସେସାକୁ ଗୁଜରାଟ୍‌ ବ୍ରାଣ୍ଡ୍‌ ଲିଡରସିପ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଅହମ୍ମଦାବାଦଠାରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପର୍ସନାଲ୍ କେୟାର-ହେୟାର କେୟା‌ର୍‌ ବର୍ଗରେ ଏହି ପୁରସ୍କାର ସେସାକୁ ପ୍ରଦାନ କରାଯାଇଛି। କଂପାନି ତରଫରୁ ନିରବ ପଟେଲ୍‌ ସାର୍ଟିଫିକେଟ୍‌ ଓ ଟ୍ରଫି ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.