ଶିଖର ଧାୱନ ଜିଏସ୍‌ କାଲ୍‌ଟେକ୍ସର ବ୍ରାଣ୍ଡ୍ ଆମ୍ବାସଡର

ମୁମ୍ବାଇ: ଦକ୍ଷିଣ କୋରିଆର ଲୁବ୍ରିକାଣ୍ଟ ନିର୍ମାତା ଜିଏସ କାଲଟେକ୍ସ କର୍ପୋରେସନର ଶତ ପ୍ରତିଶତ ଭାରତୀୟ ସହାୟକ କମ୍ପାନି ଜିଏସ ‌କାଲଟେକ୍ସ ଇଣ୍ଡିଆ ଏହାର ବ୍ରାଣ୍ଡ ଆମ୍ବାସଡର ଭାବେ ‌କ୍ରିକେଟର ଶିଖର ଧାୱନଙ୍କୁ ନିଯୁକ୍ତି କରିଛି। କମ୍ପାନିର ପ୍ରିମିୟମ ଲୁବ୍ରିକାଣ୍ଟ ଏବଂ ନୂଆ ବ୍ୟବସାୟ ପାଇଁ ଶିଖର ବ୍ରାଣ୍ଡ୍ ଆମ୍ବାସଡ଼ରଭାବେ କାର୍ଯ୍ୟ କରିବେ ବୋଲି ଜିଏସ କାଲଟେକ୍ସ ଇଣ୍ଡିଆର ଏମଡି ତଥା ସିଇଓ ରାଜେଶ ନଗର ଏବଂ ଜିଏମ (ମାର୍କେଟିଂ) କେ ମଧୁ ମୋହନ ସୂଚନା କହିଛନ୍ତି।

ସମ୍ବନ୍ଧିତ ଖବର