ସୋନିର ନୂଆ ସାଉଣ୍ଡ୍‌ ବାର୍‌

0

ଭୁବନେଶ୍ବର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ସାଉଣ୍ଡ୍‌ ବାର୍‌ ‘ଏଚ୍‌ଟି-ଏକ୍ସ୮୫୦୦’ ବିଷୟରେ ଘୋଷଣା କରାଯାଇଛି। ଏହାକୁ ଲିଭିଂ କୋଠରିରେ କମ୍ ସ୍ଥାନରେ ରଖିହେବ। ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରଖାଯାଇଛି। ରାଜ୍ୟର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ସାଇଟ୍‌ଗୁଡ଼ିକରେ ଏହି ସାଉଣ୍ଡ୍‌ ବାର୍‌ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.