ଷ୍ଟେଟ୍‌ ବ୍ୟାଙ୍କ-ସମ୍ବଲପୁର ବିଶ୍ବବିଦ୍ୟାଳୟ ବୁଝାମଣା

ଭୁବନେଶ୍ବର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ପେନ୍‌ସନ୍‌ ପ୍ରଦାନକୁ ନେଇ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, ରେଜିଷ୍ଟ୍ରାର ସଞ୍ଜତ କୁମାର ସାହୁ, ବ୍ୟାଙ୍କର ଉପମହାପ୍ରବନ୍ଧକ ଗୌତମ ରାୟ ଓ ସହାୟକ ପ୍ରବନ୍ଧକ ପ୍ରିୟଦର୍ଶନଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ବିଶ୍ବବିଦ୍ୟାଳୟ ଓ ବ୍ୟାଙ୍କର ଅନ୍ୟ ଅଧିକାରୀମା‌େନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର