ସନ୍‌ଫିଷ୍ଟ୍‍ର ନୂଆ ମାରି ଲାଇଟ୍‌ ଭିଟା

ଭୁବନେଶ୍ୱର: ସନ୍‌ଫିଷ୍ଟ୍‍ ପକ୍ଷରୁ ନୂଆ ସନ୍‌ଫିଷ୍ଟ୍‍ ମାରି ଲାଇଟ୍‌ ଭିଟାକୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ଦୁଗ୍ଧଯୁକ୍ତ, ସ୍ୱାଦଯୁକ୍ତ ଓ ଏକ କ୍ରିସ୍ପିୟର୍‌ ବିସ୍କୁଟ ଯାହାକୁ ଲୋକମାନେ ବହୁତ ପସନ୍ଦ କରିବେ ବୋଲି କଂପାନି କହିଛି। ଏହାର ୩୦୦ ଗ୍ରାମ୍‌ ପ୍ୟାକ୍‌ର ମୂଲ୍ୟ ୩୮ ଟଙ୍କା ରହିଛି। ଓଡ଼ିଆ ତାରକା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତାଙ୍କୁ ନୂଆ ସନଫିଷ୍ଟ୍‍ ମାରି ଲାଇଟ୍‌ ଭିଟାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କଂପାନି ପକ୍ଷରୁ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର