ତନିସ୍କର ଦୀପାବଳି ଅଫର

ଭୁବନେଶ୍ବର : ତନିସ୍କର ଚନ୍ଦ୍ରଶେଖରପୁର ଷ୍ଟୋରରେ ଦୀପାବଳି ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକମାନେ ସୁନାର ଗଢ଼ା ମୂଲ୍ୟ ଓ ହୀରା ଗହଣାର ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଦୀପାବଳି ବଜାରକୁ ଦୃଷ୍ଟିରେ ରଖି କଂପାନି ତରଫରୁ ସ୍ବତନ୍ତ୍ର ‘ବିରାସତ’ ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ସୁନା, ଗ୍ଲାସ କୁନ୍ଦନ ଓ ପୋଲକିକୁନ୍ଦନକୁ ନେଇ ଏହି ଗହଣାଗୁଡ଼ିକୁ ଡିଜାଇନ କରାଯାଇଛି। ଏହି ନୂତନ ଗହଣା ସମ୍ଭାର ଗ୍ରାହକଙ୍କ ଜୀବନକୁ ଆଲୋକିତ କରିବ ବୋଲି କଂପାନି ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର