ଟାଟା ପାଓ୍ଵାରର ସଚେତନତା ର‍୍ୟାଲି

ଭୁବନେଶ୍ୱର: ଏଡସ୍‌ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଟାଟା ପାଓ୍ଵାର ପକ୍ଷରୁ କଳିଙ୍ଗନଗରଠାରେ ଏକ ସଚେତନତା ର‍୍ୟାଲି ଆୟୋଜନ କରାଯାଇଥିଲା। ଡୁବୁରି ମହାବିଦ୍ୟାଳୟରୁ ର‍୍ୟାଲି ବାହାରି ଡୁବୁରି ଛକଠାରେ ଶେଷ ହୋଇଥିଲା। ଏଥିରେ ୩୦୦ରୁ ଅଧିକ କଲେଜ ଛାତ୍ରଛାତ୍ରୀ, କଂପାନିର ଅଧିକାରୀ ଏବଂ ସମାଜସେବୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର