ଟାଟା-ହିଟାଚିର ନୂଆ ମେସିନ୍‌

ଭୁବନେଶ୍ୱର: ଏକ୍ସକନ୍‌ ପ୍ରଦର୍ଶନୀରେ ଟାଟା ହିଟାଚି ପକ୍ଷରୁ ଏହାର ନୂଆ ବ୍ୟାକ୍‌ହୋ ଲୋଡର୍‌ ‘ଟାଟା ହିଟାଚି ଶିନରାୟ’କୁ ଉନ୍ମୋଚନ କରାଯାଇଛି। କଂପାନି ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍‌ ମଧ୍ୟ ସ୍ଥାପନ କରାଯାଇଛି। ‘ଚଲୋ ଦେଶ ବନାୟେ’ ବିଷୟବସ୍ତୁ ଉପରେ ତାହା ଆଧାରିତ ଥିଲା। ଶିନରାୟ ବିଷୟରେ କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ସନ୍ଦୀପ ସିଂହ କହିଛନ୍ତି ଯେ ଆମେ ଟାଟା ଟେକ୍‌ନୋଲୋଜି ଏବଂ ହିଟାଚି କନ୍‌ଷ୍ଟ୍ରକ୍ସନର ମିଳିତ ଉଦ୍ୟମରେ ଏହି ଯାନକୁ ବିକଶିତ କରାଯାଇଛି।

ସମ୍ବନ୍ଧିତ ଖବର