ଉଡାନ୍‌ ସ୍କିମ୍ ତୃତୀୟ ପର୍ଯ୍ୟାୟ ନିଲାମ

ନୂଆଦିଲ୍ଲୀ: ଉଡାନ୍‌ ସ୍କିମ୍ ତୃତୀୟ ପର୍ଯ୍ୟାୟ ନିଲାମରେ ୧୫ ବିମାନ କଂପାନି ଅଂଶଗ୍ରହଣ କରିଛନ୍ତି। ସ୍ପାଇସ୍‌ଜେଟ୍ ୩୭ ଓ ଇଣ୍ଡିଗୋ ୨୦ଟି ରୁଟ୍‌ ପାଇଁ ପ୍ରସ୍ତାବ ଦାଖଲ କରିଛନ୍ତି। ୨୦୧୭ ମାର୍ଚରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିଲାମରେ ୫ଟି ବିମାନ କଂପାନି ୧୨୮ଟି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ହାସଲ କରିଥିଲେ।

ସମ୍ବନ୍ଧିତ ଖବର