ଥାଇରୋକେୟାର ଟେକ୍ନୋଲୋଜି ଉଦ୍‌ଘାଟିତ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ହୋଟେଲ୍ ଏକ୍ସିଲେନ୍ସିରେ ଥାଇରୋକେୟାର ଟେକ୍ନୋଲୋଜି ଲିମି‌ଟେଡ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଂପାନିର ଆଞ୍ଚଳିକ ପ୍ରବନ୍ଧକ ବିରେନ୍ଦ୍ର କୁମାର ନାୟକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗାୟିକା ଅସୀମା ପଣ୍ଡା, ଅଭିନେତ୍ରୀ ଶିବାନୀ ଓ କଂପାନିର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର