ଆଜି ଖୋଲା ରହିବ ଆୟକର, ଜିଏସଟି କାର୍ଯ୍ୟାଳୟ

ନୂଆଦିଲ୍ଲୀ: ମାର୍ଚ୍ଚ ୩୦ ଓ ୩୧ ତାରିଖ ଶନିବାର ଓ ରବିବାର ପଡ଼ୁଥିଲେ ମଧ୍ୟ ଆୟକର ବିଭାଗ ଓ ଜିଏସଟି କାର୍ଯ୍ୟାଳୟ ଗୁଡ଼ିକ ଏହି ଦୁଇଦିନ ଖୋଲା ରହିବ। ଆବଶ୍ୟକ ପଡ଼ିଲେ ଅତିରିକ୍ତ କାଉଣ୍ଟର ଖୋଲିବା ପାଇଁ କ୍ଷେତ୍ର କାର୍ଯ୍ୟାଳୟ ଗୁଡ଼ିକୁ ସିବିଡିଟି ଓ ସିବିଆଇସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦେଶବ୍ୟାପୀ ଆୟକର କାର୍ଯ୍ୟାଳୟ (ଆସ୍କ ସେଣ୍ଟର ସମେତ) ଗୁଡ଼ିକ ଖୋଲା ରଖିବା ପାଇଁ ସିବିଡିଟି କହିଛି।

ସମ୍ବନ୍ଧିତ ଖବର