ସିଏନ୍‌ଜିରେ ଚାଲିବ ଟ୍ରାକ୍ଟର, ହାର୍ଭେ 

ଏନ୍‌ଜିରେ ଚାଲିବ ଟ୍ରାକ୍ଟର, ହାର୍ଭେଷ୍ଟର୍‌  ଷ୍ଟର୍‌ ନୂଆଦିଲ୍ଲୀ, ୪/୧୨: ଡିଜେଲ୍‌ରେ ଚାଲୁଥିବା କୃଷି ଯନ୍ତ୍ରାଂଶ ଓ ନିର୍ମାଣ ଉପକରଣଗୁଡ଼ିକରେ ସିଏନ୍‌ଜି ଓ ଜୈବ-ଇନ୍ଧନର ବ୍ୟବହାର ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଟ୍ରାକ୍ଟର୍, ପାୱାର ଟିଲର୍‌ ଓ ହାର୍ଭେଷ୍ଟର୍‌ ଆଦିରେ ସିଏନ୍‌ଜି ବ୍ୟବହାର ବଢ଼ାଇବା ପାଇଁ ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୃଷି ଓ ନିର୍ମାଣ ଉପକରଣ ପାଇଁ ଦ୍ବେତ-ଇନ୍ଧନ ବ୍ୟବହାର ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର