ଟ୍ରାୟମ୍ଫର ନୂଆ କ୍ରୁଇଜର୍‌ ବାଇକ୍‌

ଭୁବନେଶ୍ୱର: ଟ୍ରାୟମ୍ଫ ମୋଟରସାଇକଲ୍ସ ଇଣ୍ଡିଆ ପକ୍ଷରୁ ନୂଆ କ୍ରୁଇଜର୍‌ ବାଇକ୍‌ ବୋନେଭିଲେ ସ୍ପିଡ୍‌ମାଷ୍ଟର୍‌କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧୧ ଲକ୍ଷ ୧୧ ହଜାର ୫୦୦ ଟଙ୍କା ରହିଛି। କଂପାନିର ପରିଚାଳନା ନିର୍ଦେଶକ ବିମଳ ଶୁମ୍ବଲି ଏହାକୁ ଉନ୍ମୋଚନ କରିଛନ୍ତି। ଏହି ବାଇକ୍‌ ହେଉଛି ପ୍ରଦର୍ଶନ, ବୈଶିଷ୍ଟ୍ୟ ଏବଂ ନିରାପତ୍ତାର ସମିଶ୍ରଣ। ଏହି ବାଇକ୍‌ ଜରିଆରେ କଂପାନି କ୍ଲାସିକ୍‌ କ୍ରୁଇଜର୍‌ ବର୍ଗରେ ନିଜର ସ୍ଥିତି ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

 

ସମ୍ବନ୍ଧିତ ଖବର