ଟିଭିଏସ୍‌ର କାର୍‌ଗିଲ୍‌ କଲିଂ ର‍୍ୟାଲି

ଭୁବନେଶ୍ୱର,: କାର୍‌ଗିଲ୍‌ ବିଜୟ ଦିବସ ଅବସରରେ ସାରା ଦେଶରେ ଥିବା ଡିଲର୍‌ସିପ୍‌ରେ ଟିଭିଏସ୍‌ ମୋଟର୍‌ ପକ୍ଷରୁ ର‍୍ୟାଲି ଆୟୋଜନ କରାଯାଇଥିଲା। ଦେଶର ୩୫୦୦ରୁ ଅଧିକ ଟଚ୍‌ ପଏଣ୍ଟ୍‌ରେ ର‍୍ୟାଲି ଅନୁଷ୍ଠିତ ହୋଇଥିଲା। ର‍୍ୟାଲିର ଅଂଶଗ୍ରହଣକାରୀମାନେ ଟିଭିଏସ୍‌ ଷ୍ଟାର୍‌ ସିଟି+ରେ ସହର ପରିକ୍ରମା କରିଥିଲେ। ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇବା ପାଇଁ ଦୁଇ ଲକ୍ଷ ଆବେଦନ ଓ ୧.୫ ଲକ୍ଷ ଶୁଭେଚ୍ଛା ବାର୍ତା ମଧ୍ୟ ଆସିଥିଲା ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର