ୟୁକୋ ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ ଫନି ସହାୟତା

ଭୁବନେଶ୍ୱର: ଅଲ୍ ଇଣ୍ଡିଆ ୟୁକୋ ବ୍ୟାଙ୍କ ଅଫିସର୍ସ କନଫେ‌ଡେରେସନର ସାଧାରଣ ସମ୍ପାଦକ ସୈାମେନ୍ ରାୟ ଚୌଧୁରୀ ଏବଂ ସଭାପତି ଏଲ୍.ଏ. ଡିସୁଜାଙ୍କ ଦ୍ୱାରା ବାତ୍ୟା ‘ଫନି’ ପ୍ରଭାବିତଙ୍କ ନିମନ୍ତେ ୨ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର