ତେଜ୍‌ ଆପ୍‌ରେ ମିଳିବ ଋଣ

ନୂଆଦିଲ୍ଲୀ: ଗୁଗୁଲ୍‌ ପକ୍ଷରୁ ଏହା ପେମେଣ୍ଟ୍‌ ଆପ୍‌ ‘ତେଜ୍‌’ର ନାମକୁ ପରିବର୍ତ୍ତନ କରାଯାଇଛି। ଏହାର ନୂଆ ନାମ ହେଉଛି ଗୁଗଲ୍‌ ପେ’। ଏହି ଆପ୍‌ ଜରିଆରେ ଲୋକମାନଙ୍କୁ ଋଣ ପ୍ରଦାନ କରିବା ଉପରେ ଗୁଗୁଲ୍‌ କାମ କରୁଛି। ଏଥିପାଇଁ ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍‌ ମହିନ୍ଦ୍ରା ଓ ଫେଡେରାଲ୍‌ ବ୍ୟାଙ୍କ ଭଳି ପ୍ରତିଷ୍ଠିତ ବ୍ୟାଙ୍କ ସହିତ କଂପାନି ଆଲୋଚନା ଜାରି ରଖିଛି।

ସମ୍ବନ୍ଧିତ ଖବର