କ’ଣ ପାଇଁ ୨୦୨୫ରେ ଭାରତୀୟମାନେ ୪ ଗୁଣ ଧନୀ ହେବେ?

ଭାରତର ଜିଡିପି ଗତ ୭୦ ବର୍ଷ ଯାଏଁ ଯେତିକି ବେଗରେ ଚାଲିଥିଲା ଆସନ୍ତା ୭ ବର୍ଷରେ ତା’ଠୁ ବହୁତ ଅଧିକ ବେଗରେ ଗତି କରିବ। କେବଳ ସେତିକି ନୁହେଁ, ଭାରତୀୟମାନେ ୪ ଗୁଣ ଧନୀ ମଧ୍ୟହୋଇଯିବେ।

୭ ବର୍ଷ ପରେ ଭାରତରେ କ’ଣ ପରିବର୍ତ୍ତନ ହେବ
ଗତ ୭୦ ବର୍ଷରେ ଭାରତର ଜିଡିପି ଯେତିକି ବଢ଼ିଛି ଆସନ୍ତା ୭ ବର୍ଷରେ ସେତିକି ବଢ଼ିବ।
ଜିଡିପି (ବର୍ତ୍ତମାନ ବଜାର ଦର): ୨୦୧୬: ପ୍ରାୟ ୧୪୪.୧୨ ଲକ୍ଷ କୋଟି ଟଙ୍କା (୨.୨୬ ଟ୍ରିଲିୟନ୍‌ ଡଲାର୍‌)। ୨୦୨୫: ପ୍ରାୟ ୪୯୭.୨୯ ଲକ୍ଷ କୋଟି ଟଙ୍କା (୭.୮୦ ଟ୍ରିଲିୟନ୍‌ ଡଲାର୍‌)

ବର୍ତ୍ତମାନ ଅପେକ୍ଷା ଭାରତର ସାଧାରଣ ନାଗରିକମାନେ ୪ ଗୁଣ ଧନୀ ହେବେ। ପ୍ରତି ବ୍ୟକ୍ତିଙ୍କ ଆୟ: ୨୦୧୬: ପ୍ରାୟ ୧.୦୮ ଲକ୍ଷ ଟଙ୍କା (୧,୭୦୯ ଡଲାର୍‌)। ୨୦୨୫: ପ୍ରାୟ ୩.୮୩ ଲକ୍ଷ ଟଙ୍କା (୬,୦୨୨ ଡଲାର୍‌)

୮୦ ପ୍ରତିଶତ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ – ୨୦୧୬: ୩୩ ପ୍ରତିଶତ, ୨୦୨୫: ୮୦ ପ୍ରତିଶତ।
ପ୍ରଜନନ ହାର (ଫର୍ଟିଲିଟି ରେଟ୍‌) – ୨୦୧୫: ୨୦୩, ୨୦୨୫: ୧.୯।

ମନୁମାନ: ୧. ଭାରତର ଜିଡିପି ଓ ଜିଏନ୍‌ଆଇ ମହଙ୍ଗା ନ ହୋଇ ୮ ପ୍ରତିଶତ ବଢ଼ିବ ଓ ମହଙ୍ଗା ହୋଇ ୧୩ ପ୍ରତିଶତ ବଢ଼ିବ। ୨. ଆକଳନ କରାଯାଇଛି ଯେ ଚଳିତ ଦଶନ୍ଧି ମୁତାବକ ହିସାବରେ୨୦୨୫ର ପ୍ରଜନନ ହାର ବଢ଼ିବ। ୩. ପ୍ରତି ୧୦୦ ଜଣ ଇଣ୍ଟର୍‌ନେଟ୍‌ ବ୍ୟବହାରୀଙ୍କ ଟ୍ରେଣ୍ଡ୍‌-ଲାଇନ୍‌ ପ୍ରୋଜେକ୍ସନ୍‌ ଆଧାରରେ ଏହି ତଥ୍ୟ ବାହାର କରାଯାଇଛି।

ସମ୍ବନ୍ଧିତ ଖବର