ଦୁଷ୍କର୍ମ ଉଦ୍ୟମ ଭିଡିଓ ଭାଇରାଲ୍‌, ୩ ଗିରଫ

0 28

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିସାରିଛି। କିନ୍ତୁ ଏହି ଅପରାଧରେ ସଂଶ୍ଳିଷ୍ଟ ଥିବା ଅନ୍ୟ ୪ ଜଣଙ୍କୁ ଏଯାବତ୍‌ ପୁଲିସ ଧରିପାରି ନାହିଁ। ଉନ୍ନାଓ ଏସ୍‌ପି ହରିଶ କୁମାର କହିଛନ୍ତି ଯେ ସମୁଦାୟ ୭ ଜଣ ବ୍ୟକ୍ତି ଗତ ଶନିବାର ଜଣେ ମହିଳାଙ୍କୁ ତାଙ୍କ ଘରୁ ଅପହରଣ କରିନେବା ପରେ ତାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.