ବିଜେଡି ହରତାଳ ବେଳେ ହିଂସାକାଣ୍ଡ: ଆଉ ୯ ଜଣଙ୍କୁ ଗିରଫ କଲା କମିସନରେଟ୍‌ ପୁଲିସ

0 4

ଭୁବନେଶ୍ୱର: ଗତ ୧୮ ତାରିଖ ଦିନ ବିଜେଡି ପକ୍ଷରୁ କରାଯାଇଥିିବା ୫ ଘଣ୍ଟିଆ ହରତାଳ ସମୟରେ ବିଭିନ୍ନ ିହଂସାତ୍ମକ କାଣ୍ଡ ଭିଆଇଥିବା ଅଭିଯୋଗରେ ଆଜି କମିସନରେଟ୍‌ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନଙ୍କ ମଧ୍ୟରୁ ୬ ଜଣଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିଥିବା ବେଳେ ୩ ଜଣଙ୍କୁ ସହିଦନଗର ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.