ବଲାଙ୍ଗୀର: ସ୍କର୍ପିଓରୁ ଗଞ୍ଜାଇ ଜବତ

0 480

ବଲାଙ୍ଗୀର: ରବିବାର ପ୍ରତ୍ୟୁଷରେ ତୁଷ୍ରା ଥାନା ଅନ୍ତର୍ଗତ ଧାନଘରା ପୋଲ ଉପରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ିରୁ ୪୫ କିଲୋ ଗଞ୍ଜାଇ ଜବତ କରାଯାଇଛି।

ସ୍କର୍ପିଓଟିକୁ ଅବକାରୀ ବିଭାଗ ଅଧିକାରୀମାନେ ପୋଲ ଉପରେ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୪୦ରୁ ୪୫ କିଲୋଗ୍ରାମ ଗଞ୍ଜାଇ ପାଇଥିଲେ। ଗାଡ଼ିଟି ବଲାଙ୍ଗୀରର ଏବଂ ତାହା ଫୁଲବାଣୀରୁ ଆସୁଥିଲା। ସେଥିରେ ଥିବା ତିନି ଜଣ ବ୍ୟକ୍ତି ଓ ଡ୍ରାଇଭରଙ୍କୁ ଅବକାରୀ ଅଧିକାରୀମାନେ ଅଟକ ରଖି ପଚରା ଉଚୁରା କରୁଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.