ଓସ୍କାର ଚିଟ୍‌ଫଣ୍ଡର ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କମ୍ପାନି ‘ଓସ୍କାର’ର ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଦ୍ୱାରା ରବୀନ୍ଦ୍ର ଗିରଫ ହୋଇଛନ୍ତି। ଓସ୍କାର ଚିଟ୍‌ଫଣ୍ଡ ନେଇ ୧୩୦ କୋଟି ଠକେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ ଓ ଅନ୍ୟ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର