୭୭୫ ବୋତଲ ମଦ ଜବତ, ୫ଗିରଫ

ଭୁବନେଶ୍ୱର: କ୍ୱିକ ଆକ୍ସନ ଟିମ୍‌ ପୁରୁଣା ଷ୍ଟେସନ ବଜାର ନିକଟରୁ ଶନିବାର ୭୭୫ ବେତଲ ଦେଶୀ ମଦ ଜବତ କରିଛି। ବେଆଇନ ମଦ ସହିତ କ୍ୱାଏଟ୍‌ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ୫ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର