ବାଲେଶ୍ୱର: ବାପାକୁ ଛୁରୀ ଭୁଷି ହତ୍ୟା, ପୁଅ ଫେରାର!

ବାଲେଶ୍ୱର: ବାପାକୁ ଛୁରୀ ଭୁଷି ପୁଅ ହତ୍ୟା କରିଛି। ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଟେଣ୍ଟେଇ ଗାଁରେ ଶରତ ମଲ୍ଲିକ ନିଜର ବାପା ଜୟକୃଷ୍ଣ ମଳିକଙ୍କୁ ହତ୍ୟା କରି ଫେରାର ହୋଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତ ପୁଅକୁ ଗିରଫ କରିବା ପାଇଁ ପୁଲିସ ଜାଲ ବିଛାଇଛି।

ସମ୍ବନ୍ଧିତ ଖବର