Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଭୁବନେଶ୍ୱର: ବନ୍ଧୁକ ସହିତ ଶିକାରୀ ଗିରଫ

0 157

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭରତପୁର ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜଣେ ଶିକାରୀଙ୍କୁୁ ଗିରଫ କରିଛି । ତାଙ୍କ ପାଖରୁ ଏକ ବନ୍ଧୁକ ଜବତ ହୋଇଛି ।ତେବେ ଶିକାରୀଜଣକଙ୍କ ଦୁଇ ହାତ ପାପୁଲି ପାଖରୁ କଟା ଯାଇଥିଲେ ମଧ୍ୟ ବନ୍ଧୁକ ଚଳାଇ ବନ୍ୟଜନ୍ତୁ ଶିକାର କରିବାରେ ସେ ଓସ୍ତାଦ ବୋଳି ବନ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ମଧ୍ୟ ସମ୍ପୃକ୍ତ ଶିକାରୀଙ୍କ ନାମରେ ଭରତପୁର ଓ ଅନ୍ୟ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

twelve − five =