ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୁଲନ୍ଦସରରେ ଜଣେ ୧୪ ବର୍ଷୀୟା ନାବାଳିକାକଙ୍କୁ ଅଟକ ରଖି ଗଣଦୁଷ୍କର୍ମ କରାଯାଇଛି। ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତମାନେ ପୀଡ଼ିତା ନାବାଳିକାର ସମ୍ପର୍କୀୟ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଜଣେ ଅଭିଯୁକ୍ତ ମଧ୍ୟ ଘଟଣାକୁ ମୋବାଇଲ୍ ଫୋନ୍ରେ ରେକର୍ଡିଂ କରିଥିଲା ଏବଂ ଏହାକୁ ଇଣ୍ଟରନେଟ୍ରେ ପକାଇଥିଲା । ଉକ୍ତ ଅଭିଯୁକ୍ତ ସମେତ ସମୁଦାୟ ୪ ଜଣଙ୍କୁ ପୁଲିସ ଗିରଫ କରିଛି।
ଉତ୍ତରପ୍ରଦେଶରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
/sambad/media/post_attachments/wp-content/uploads/2019/10/rape-murder.jpg)